କରୋନାର ଚିନ୍ତା ଭିତରେ ରାଉରକେଲାବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ସୁନ୍ଦରଗଡ ଜିଲ୍ଲାରୁ ୫ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଥିବା ବେଳେ କେବଳ ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୪ ଶହ ଡେଙ୍ଗୁ ରୋଗୀ।
#Sundargarh #Rourkela #dengue #denguefever #CovidPandemic #Odisha #ArgusNews