#ରାଜଧାନୀରୁ_କୋଟିଏ_ଟଙ୍କାର_ବ୍ରାଉନ_ସୁଗାର_ଜବତ
ଗିରଫ ହେଲେ ଦୁଇ ଅନ୍ତରାଜ୍ୟ ଡ୍ରଗ୍ସ ମାଫିଆ । ୧ କେଜି ୨୫ ଗ୍ରାମର ବ୍ରାଉନ ସୁଗାର ଜବତ । ରସୁଲଗଡ଼ ଓଭର ବ୍ରିଜ ନିକଟରେ ମାଫିଆଙ୍କ ଠାରୁ ବ୍ରାଉନ ସୁଗାର ଜବତ କଲା STF । ଗିରଫ ଅଭିଯୁକ୍ତ ହେଲେ ରକିବୁଲ ଲସ୍କର ଓ ସୁଧନ୍ୟା ଗୟାନ ।
#Bhubaneswarb #brownsugar #police #Arrest #Odisha #ArgusNews