ଖିରି ନାଁ ଶୁଣିଲେ ଆପଣଙ୍କୁ ଖାଇବାକୁ ଇଛ୍ଛା ହେଉଥିବ । ସେ ଯଦି ଆଇସ୍କ୍ରିମ ଭଳି ଭିନ୍ନଭିନ୍ନ ଫ୍ଲେଭରର ହୁଏ ତାହାଲେ । ଭୁବନେଶ୍ବରରେ ଏମିତି କିଛି ଖିରିର ସମ୍ଭାର ନେଇ ଆରମ୍ଭ ହୋଇଛି ଖିରି କୁଇନ। ଯେଉଁଠି ମିଳୁଛି ୩୫ ପ୍ରକାରର ଖିରି
#Bhubaneswar #kheer #differentflavour #ArgusNews