#ଡିଭାଇଡ଼ର_ଉପରେ_ଝୁଲିଲା_କାର
ନିଶା ଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ଡିଭାଇଡ଼ର ଉପରେ ଗାଡ଼ି ଚଢ଼ାଇଦେଲେ ଚାଳକ । ମାଷ୍ଟର କ୍ୟାଣ୍ଟିନରୁ ସିଧା ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଡିଭାଇଡ଼ର ଉପରେ ଚଢ଼ିଗଲା କାର । ତେବେ କାରଟି ବିଧାୟକ ରମେଶ ଜେନାଙ୍କର ହୋଇଥିବା ପୋଲିସକୁ ସୂଚନା ଦେଇଛନ୍ତି କାର୍ ଡ୍ରାଇଭର ।
#Bhubaneswar #divider #car #MLA #rameshjena #odisha #ArgusNews