ବଜାରକୁ ଆସିଛି ରଙ୍ଗୀନ ଫୁଲକୋବି । ବାଇଗଣୀ ,ହଳଦିଆ ଓ ସବୁଜ କୋବିରେ ରଙ୍ଗମୟ ହୋଇ ଉଠିଛି ପରିବା ଦୋକାନ । କେବଳ କୋବି ନୁହଁ ନାନା ପ୍ରକାର ରଙ୍ଗୀନ ବିଦେଶୀ ଫଳ ଓ ପରିବା ରାଜଧାନୀ ଗ୍ରାହକଙ୍କ ନିକଟରେ ଚାହିଦା ସୃଷ୍ଟି କରିଛି । ଫୁଲ ଭଳି ପରିବା ଯେ ସୁନ୍ଦର ଓ ମନଲୋଭା ହୋଇପାରେ ଦେଖିବା ପରେ ଏହି ଅନୁଭବ ହୋଇଛି
#GoodNews #Bhubaneswar #CorourfulVegitable #foreignfruits #ArgusNews