#ରାଜରାସ୍ତାରେ_ଗର୍ଜିଲା_ଏବିଭିପି
#ରାଜ୍ୟର_ଶିକ୍ଷା_ବ୍ୟବସ୍ଥା_ଉପରେ_ଉଠାଇଲା_ପ୍ରଶ୍ନ
ରାଜ୍ୟରେ ଭୁଶୁଡି ପଡୁଛି ଶିକ୍ଷା ବ୍ୟବସ୍ଥା । ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାର ସ୍କୁଲ କଲେଜରେ ଅଫଲାଇନ ପାଠ ପଢା ଆରମ୍ଭ କରିଛନ୍ତି । କିନ୍ତୁ କଲେଜ ଖୋଲିବା ମାତ୍ରେ ରି-ଆଡ଼ମିଶନ ଫିସ ଆଦାୟ ପାଇଁ ଛାତ୍ରଛାତ୍ରୀଙ୍କୁ ନୋଟିସ କରାଯାଇଛି । ଏହାର ପ୍ରତିବାଦରେ ଆଜି ଅଖିଳ ଭାରତୀୟ ବିଦ୍ୟାଥି ପରିଷଦ ପକ୍ଷରୁ ଗାନ୍ଧୀ ମାର୍ଗରେ ଜୋରଦାର ଆନ୍ଦୋଳନ କରାଯାଇଛି ।\
#ArgusNews #Odisha #ABVP #protest #student #college #Bhubaneswar #gandhimarg