#ରାଜା_ସ୍ୱାଇଁ_ଏମିତି_କାହିଁକି_ହେଉଛନ୍ତି ?
#କଣ_ହେଇଛି_ତାଙ୍କର ?
ପାୱାରଫୁଲ୍ ମିନିଷ୍ଟର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ଏମିତି କାହିଁକି ହେଉଛନ୍ତି । କଣ ହେଇଛି ତାଙ୍କର । କାହିଁକି ଗଣମାଧ୍ୟମ ଉପରେ ଗାରୁଗାରୁ ହେଉଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ । ସତ କଥା କହିଲେ କାହିଁକି ଚିଇଁକି ଉଠୁଛନ୍ତି ରାଜା । ରାଜାଙ୍କୁ ଏମିତି ବାଧା ହେବା ପଛରେ କଣ ରହିଛି ରହସ୍ୟ ।
#BJD #powerful #Minister #ranendrapratapswain #Odisha #ArgusNews