ରିଲିଫ ବଣ୍ଟନ ନାଁରେ ହରିଲୁଟ୍ । ବାତ୍ୟା ୟେଶ୍ ପ୍ରଭାବିତଙ୍କ ସହ ଧୋକ୍କା । ଆଉ ଯାହାକୁ ନେଇ ପ୍ରକାଶ ପାଇଛି ଜନ ଅସନ୍ତୋଷ । ବାତ୍ୟା ସମୟରେ ସରକାର ରିଲିଫ ଯୋଗାଇବାର ବାହାବା ମାରୁଛନ୍ତି, ହେଲେ ସେପଟେ ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ଭିନ୍ନ । ଲୋକଙ୍କ ଅଭିଯୋଗ ସେମାନଙ୍କୁ ଦିଆଯାଉଥିବା ରିଲିଫ ଭାଗରୁ ସରକାରୀ ଅଧିକାରୀ ମାନେ କାଟି ନେଉଛନ୍ତି ।
#ArgusNews #ArgusTv #Odisha #Cyclone_Yass #Relief