ଶୁଣିଲାନି ପ୍ରଶାସନ, ଉଦାହରଣ ସୃଷ୍ଟି କଲେ ଗାଁ ପିଲା । ଗଞ୍ଜାମ ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ପଂଚାୟତ ଗୋଠଳି ଗାଁରେ ଗମନା ଗମନ ପାଇଁ ଭଲ ରାସ୍ତା ନଥିବାରୁ ବର୍ଷା ହେଲେ ପାଣି ଜମି ସମସ୍ୟା ହେଉଥିଲା ତେଣୁ ଗାଁ ପିଲା ମିଶି ରାସ୍ତାରେ ମାଟି, ଗୋଡି ପକେଇ କଲେ ସମତୁଲ ।
#Ganjam #RoadProblem #VillagerProblem #Odisha #ArgusNews