ଆଜି ହଉଚି ଶ୍ରାବଣ ମାସ ପହିଲି ସୋମବାର । ଏହି ଦିନ ଭକ୍ତ ମାନେ ନିଜ ର ମନସ୍କାମନା ପୂର୍ଣ୍ଣ ପାଇଁ ମନ୍ଦିର କୁ ଆସି ପ୍ରଭୁଙ୍କ ଦର୍ଶନ କରନ୍ତି । କିନ୍ତୁ ଦୁଇ ବର୍ଷ ଧରି କୋରନା ମହାମାରୀ ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଯୋଗୁଁ ସମସ୍ତ ମନ୍ଦିର ଭକ୍ତଙ୍କ ପାଇଁ ନିଷେଧ ଅଛି । ଫଳରେ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡିଛନ୍ତି
#ArgusNews #ArgusNewsTV #Odisha #Brahmapur #Soroda #Temple