ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କଣ ରହିଛି ବ୍ୟବସ୍ଥା ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ।
#Puri #Srimandir #Jayjagannath #Jagannathtemple #devotee #CovidPandemic #Odisha #ArgusNews