ଭଲକରି ନଜର ପକାନ୍ତୁ ଏହି ଦୁଇଟି ଚିଠି ଉପରେ। ଗୋଟିଏ ହେଉଛି NMAର NOC ଓ ଅନ୍ୟଟି ହେଉଛି ଏଏସଆଇ ଡିଜିଙ୍କ ଭିଜିଟ୍ ଲେଟର୍। ଏହି ଦୁଇଟି ଚିଠିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡୁଛି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ କୌଣସି ବଡ ପ୍ରକଳ୍ପ 75 ମିଟର ବାହାରେ କିମ୍ବା 100 ମିଟର ପରିସୀମା ବାହାରେ ନିର୍ମାଣ କରାଯିବ
#Puri #JagannathTemple #Odisha #ArgusNews