ସଟଡାଉନ୍ ରାତିରେ ରାଜଧାନୀରେ ଯୁବକଙ୍କ ହଙ୍ଗାମା । ନିଜକୁ ମନ୍ତ୍ରୀଙ୍କ ପୁତୁରାର ପରିଚୟ ଦେଇ ଟ୍ରାଫିକ ପୋଲିସ ସହ ଯୁକ୍ତିତର୍କ । ନିଶାରେ ଚୁର୍ ଯୁବକ ଜଣଙ୍କ ପ୍ରାୟେ ଅଧଘଣ୍ଟା ଧରି ପୋଲିସକୁ କରିଥିଲେ ନାକେଦମ ।
#ArgusNews #ArgusTv #Odisha #Bhubaneswar #Traffic_Police #alcholic_youngman