ଭିନ୍ନକ୍ଷମଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ କିଛି ସ୍ଥାନରେ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ଜନ୍ମରୁ ଦିବ୍ୟାଙ୍ଗ ଓ କଥା କହିପାରୁ ନଥିବା ଜଣେ ଶିଶୁଟି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସଛି।
#ArgusNews #ArgusNewsTV #Odisha #Nabarangpur #HandicappedChild