ମହୁମାଛି ମଣିଷ ଦେବବ୍ରତ ସାହୁ । ସ୍ବପ୍ନ ଅନେକ ଆଉ ସମ୍ଭାବନା ବି । ଏହାକୁ ସାକାର କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ସେ । ଆଜି ବିଶ୍ଵ ମହୁମାଛି ଦିବସ ଅବସରରେ ICAR-CIFA ଏବଂ KVK-KHORDHA ଦ୍ଵାରା ମିଳିତ ସ୍ଵତନ୍ତ୍ର କର୍ମଶାଳାରେ ମହୁମାଛି ଚାଷୀଙ୍କୁ ନୂଆ ଦିଶା ଦେଖାଇଛନ୍ତି ଦେବବ୍ରତ ।
#bees #honey #honeybees #farming #agriculture #ICAR #CIFA #Odisha #ArgusNews