ବାସୁଦେବପୁର ନିର୍ବାଚନ ମଣ୍ଡଳୀର ରାଜହରପୋଖରୀ ପଞ୍ଚାୟତର ୧୩ ନମ୍ବର ଓ୍ବାର୍ଡର ଚିତ୍ର । ଗାଁ କୁ ନାହିଁ ରାସ୍ତା । ପାଖାପାଖି ୩୦୦ ପରିବାର ଏହି ରାସ୍ତର ସମାସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆସନ୍ତୁ ଶୁଣିବା ସେମାଙ୍କର ପ୍ରତିକ୍ରିୟା
#bhadrak #basudevpur #publicissue #roadproblem #panchayatelection #ArgusNews #Odisha