ୟଶ ବାତ୍ୟା ଉଜାଡି ଦେଲା ପରିବା ଚାଷ ।
ବାତ୍ୟା ପରେ ପରେ ବୈତରଣୀ ନଦୀରେ ବନ୍ୟା ଆସିଛି। ନଦୀ କୁଳିଆ ଅଂଚଳରେ ପରିବା ଚାଷ ହୋଇଥିବା ଜମିରେ ମାଡିଯାଇଛି ବନ୍ୟା ପାଣି । ଫଳରେ ପନିପରିବା ନଷ୍ଟ ହୋଇଯାଇଛି । ଧାର କରଜ କରି ପନିପରିବା ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ।
#ArgusNews #ArgusTv #Odisha #Jajpur #Farmers #Agriculture #cyclone_yass