#ଡାହାଣୀ_ହୋଇ_ଲାଗିବା_ପରେ_ଗୁଣିଆ_ହୋଇ_ଝାଡିବା
#78_କୋଟି_ଟଙ୍କା_ପିଚୁ_ଗିଳା_ଅଭିଯାନର_ହେବ_ତଦନ୍ତ
#ପ୍ରଶାସନ_ଛୁଇଁ_ପାରିବତ_ମନ୍ତ୍ରୀ_ପ୍ରଫୁଲ_ମଲ୍ଲିକ_ମନ୍ତ୍ରୀ_ତୁଷାରକାନ୍ତି_ବେହେରା_ଓ_ବ୍ଲକ_ଚେୟାରମ୍ୟାନ୍_ବାବୁ_ନାୟକଙ୍କୁ
ସେପଟେ ଘଟଣାକୁ ନେଇ ରାଜ୍ୟ ସାରା ହଇଚଇ ସୃଷ୍ଟି ହୋଇଥିବା ବେଳେ କିଏ ଦେଉଛି ଠିକାଦାରଙ୍କୁ ସୁରକ୍ଷା ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିବାଦକୁ ଆସିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ତାଙ୍କର ଗଡ ଫାଦର ବ୍ଲକ ଚେୟାର ମ୍ୟାନ୍ ବାବୁ ନାୟକ ।
#ArgusNews #Odisha CMO Odisha #OdishaSarkar Tusharkanti Behera