ବୁର୍ଲା ଭିମସାରରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଅସ୍ଥିଶୈଲ୍ୟ ବିଭାଗକୁ ଇଞ୍ଜେକ୍ସନ ନେବାକୁ ଆସିଥିବା ମହିଳାଙ୍କୁ ସୁରକ୍ଷା କର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ମହିଳାଙ୍କୁ ଟଣାଓଟରା ନେଇ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ମହିଳା ମୋର୍ଚ୍ଚା ସଭାନେତ୍ରୀ ।
#sambalpur #BurlaMedical #Allegations #abuse #Patient #harassment #ArgusNews