କିଡନୀ ରୋଗରେ ପୀଡିତ ବିଂଝାରପୁରର ଦାଶରଥି ମଲ୍ଲିକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘର ଚଳାଇବା ପାଇଁ ଯେଉଁଠି ଅର୍ଥାଭାବ ରହୁଛି ସେଠୀ କିଡନୀ ଭଳି ଗୁରୁତର ରୋଗର ଚିକିତ୍ସା କରିବେ କେମିତି । ତାକୁ ନେଇ ଚିନ୍ତାରେ ପରିବାର
#Jajpur #Kidneydisease #DasharathiMallick #treatment #NeedHelp #ArgusNews