ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ସହର ଜଳମଗ୍ନ । ଲଘୁଚାପର ରୂପ ନେଲା ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଗାମୀ ୪ ଦିନ ଯାଏ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ହେବ ବର୍ଷା ।
#Kendrapara #Heavyrains #WeatherNews #WaterLogging #ArgusNews