ଚିକିତ୍ସା କ୍ଷେତ୍ରରେ ଓଡିଆ ବୈଜ୍ଞାନିକଙ୍କ କମାଲ !
କ୍ୟାନସର ଚିକିତ୍ସା ପାଇଁ ଆବିଷ୍କାର କଲେ ଟ୍ୟୁମର ଦମନକାରୀ ଜିନ !
ସାରା ବିଶ୍ୱରେ ଉଦବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି ସ୍ତନ କର୍କଟ । ତେବେ ଏହି ରୋଗର ନିଦାନ ଓ ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ।
#Bhubaneswar #OdiaScientist #BreastCancer #Cancrtreatment #DrSandeepMishra #ArgusNews