ବିଜେଡିରେ ସାମ୍ଵିଧାନୀକ ଅନୁଶାସନ ବୋଲି କିଛି ନାହିଁ । ଖୋଦ ତାଙ୍କ ବରିଷ୍ଠ ନେତାମାନେ ମାନିଲେ ଯେ ତାଙ୍କ ଦଳରେ ଯିଏ ଦୋଷୀ ତାକୁ ପୁଣି ଦଳରେ ନିଆ ଯାଏ : ସୁରଥ ବିଶ୍ବାଳ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
#PrashantJagdev #ChilikaMLA #Controversy #suspension #politics #Odisha #ArgusNews