#ନିଜ_ଭାଇ_ଭଗାରି
ଦରମା ନ ପାଇ ବରପଦା ଇଞ୍ଜିନିୟରିଂ କଲେଜର ଅଧିକାଂଶ କର୍ମଚାରୀ ଆନ୍ଦୋଳନରତ । ହେଲେ ପ୍ରୟାସକାନ୍ତି ଓ ତାଙ୍କ ବିଧାୟକ ପିତା ପ୍ରଫୁଲ୍ଲ ସାମଲଙ୍କ ହାତ ବାରିସି ସାଜିଥିବା କିଛି କର୍ମଚାରୀ କହୁଛନ୍ତି ସବୁ ଠିକ ଅଛି ।
#RokThok #Barpada #EngineeringCollege #corruption #Odisha #ArgusNews