#ଓଡ଼ିଶାରେ_ଚରମ_ସୀମାରେ_ଦୁର୍ନୀତି_ବ୍ୟଭିଚାର_ଭ୍ରଷ୍ଟାଚାର
#ପ୍ରତିବାଦରେ_ବ୍ୟାପକ_ଜନ_ଆନ୍ଦୋଳନ_କରିବ_ବିଜେପି
ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା। ୨୩ ବର୍ଷର ଲକ୍ଷ୍ୟ ହୀନ ସରକାର ପାଇଁ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ବଢିଛି। ରାଜ୍ୟରେ ଚରମ ସୀମାରେ ପହଁଞ୍ଚିଛି ଦୁର୍ନୀତି । ଓଡ଼ିଶାରେ ଚାଷୀଙ୍କ ଆୟ ତଳ ଆଡୁ ଦୁଇ ନମ୍ବର
#BJPexecutive #OdishaGovt #BJPLeader #Odisha #ArgusNews