ତପବନ ଛକ ନିକଟରେ ଓଲଟିଲା ଟମାଟୋ ବୋଝେଇ ଟ୍ରକ । ଗତ କାଲି ବିଳମ୍ବିତ ରାତିରେ ଟ୍ରକଟି ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଛି ।
#Bhubaneswar #Truck #odisha #ArgusNews