ଏକ ଛୋଟିଆ ସାହାଯ୍ୟର ସୁଦୂରପ୍ରସାରୀ ମହତ୍ତ୍ବ। ଦେଶରେ ଏମିତି ଅନେକ ପିଲା , ମଧ୍ୟ ବୟସ୍କ ବାସହୀନ ଲୋକ ଏବଂ ବେସାହାରା ବୃଦ୍ଧ ଲୋକ ଅଛନ୍ତି ଯେଉଁମାନେ ଅବହେଳିତ ଅବସ୍ଥାରେ। ସେମାନନଙ୍କ ଯତ୍ନ ନେବାକୁ କେହି ନାହାଁନ୍ତି। ମାତ୍ର ଦୁନିଆରେ ସେହିଭଳି ଲୋକମାନଙ୍କର ଯତ୍ନ ଓ ସହଯୋଗ କରିବାକୁ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଅଭାବ ନାହିଁ। ସେମିତି ଏକ ସଂସ୍ଥା ହେଉଛି ପୁନରଜାନି।
#ArgusNews #AdaniGroup #AdaniFoundation