#ମନ୍ଦିର_ଚଟାଣରେ_ପାଠ_ପଢୁଛନ୍ତି_ଅଙ୍ଗନବାଡ଼ି_ଶିଶୁ
ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ 24 ବର୍ଷ ଧରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତରେ ଦେଖିବାକୁ ମିଳୁଛି ଏହି ଦୃଶ୍ୟ । ସାରକୋଣା-୧ ଅଙ୍ଗନବାଡ଼ି କେନ୍ଦ୍ରଟି ଦୀର୍ଘ ୨୪ବର୍ଷ ଧରି ଗାଁରେ ଥିବା ବାବା ସାଲେକସ୍ୱର ମନ୍ଦିର ଚଟାଣରେ ଚାଲି ଆସୁଛି ।
#ArgusNews #AganwadiCenter #balasore #saraskona #temple #Odisha