ମୋତେ ମୋ ଉପରିସ୍ଥ ଅଧିକାରୀ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ !
ଅଫିସ ଚାମ୍ବର କୁ ଡାକି ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି । ଅନୈତିକ କାର୍ଯ୍ୟରେ ସହଯୋଗ ନ କଲେ ଆଉ କେଉଁ ଅଞ୍ଚଳକୁ ଟ୍ରାନ୍ସଫର୍ କରେଇଦେବୀ କହି ଧମାକାଉଛନ୍ତି । ଏଭଳି କିଛି ଗୁରୁତର ଅଭିଯୋଗ ଆସିଛି ବ୍ରହ୍ମପୁର ଟିପିଏସଓଡିଏଲ ଓରଫ ଟାଟା ପାୱାର କାର୍ଯ୍ୟଳୟରୁ
#ArgusNews #Berhampur #TataPower #TPSODL #Allegation #Odisha