#କୋଲ_ୱାସେରୀ_ଷଡ଼ଯନ୍ତ୍ର
ତାଳଚେରରେ କୋଲ ୱାସେରୀ ବନ୍ଦ କରିବାକୁ ଷଡ଼ଯନ୍ତ୍ର । ରୋଜଗାରର ମାଧ୍ୟମ ଛଡ଼ାଇ ନେବାକୁ ବିଧାୟକଙ୍କ ପ୍ରୟାସ ! । ନିଜ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କ ପେଟକୁ ଲାତ ! । ଦୀର୍ଘ 22 ବର୍ଷ ଧରି ଅଞ୍ଚଳବାସୀଙ୍କ ପାଇଁ ଲାଇଫଲାଇନ ସାଜିଛି କୋଲ ୱାସେରୀ ।
#ArgusNews #Angul #Talcher #CoalWashery #Conspiracy #Odisha