ଗୋଟିଏ ଛାତ ତଳେ ହୋଇ ପାରିବ ଚଳଚ୍ଚିତ୍ରର ରେକର୍ଡିଙ୍ଗ, ଏଡିଟିଙ୍ଗ, ଡବିଙ୍ଗ, ଭିଏଫଏକ୍ସ ଆଦି କାର୍ଯ୍ୟ। ପୂର୍ବ ଭଳି ଏହି ସବୁ କାର୍ଯ୍ୟ ପାଇଁ ଫିଲ୍ମ ନିର୍ମାତା ରାଜ୍ୟ ବାହାରକୁ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯିବା ପରିବର୍ତ୍ତେ ରାଜଧାନୀ ଭୁବନେଶ୍ୱରରେ ନୂଆ କରି ଆରମ୍ଭ ହୋଇଥିବା ଆଶାଲତା ଷ୍ଟୁଡିଓରେ ସମସ୍ତ କାର୍ଯ୍ୟ ପାଇପାରିବେ।
#Bhubaneswar #AshalataStudio #filmstudio #inauguration #Odisha #AregusNews