#ଗୃହରାଷ୍ଟ୍ର_ମନ୍ତ୍ରୀଙ୍କ_ବେଳେ_ଚୁପ
#ହେଲେ_ବିରୋଧୀଦଳ_ନେତାଙ୍କ_ବେଳେ_କ୍ଷୋଭ
#କାହା_ଇସାରା_ରେ_କାମ_କରୁଛି_ପୋଲିସ_ସଙ୍ଘ ?
କାହା ଇଶାରାରେ କାମ କରୁଛି ରାଜ୍ୟ ପୋଲିସ?... ବିଜେଡି ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କି ? ଗୃହରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବେଳେ ଚୁପ୍ ରହୁଥିବା ସଂଘର ବିରୋଧୀଦଳ ନେତାଙ୍କ ବେଳକୁ କାହିଁକି ହୋହଲ୍ଲା
#ArgusNews #Police #BJD #JaynarayanMishra #Controversy