ପୁଣି ସାମ୍ନାକୁ ଆସିଲା ଶୋଷର ବିକଳ ଚିତ୍ର । ପାଣି ମୁନ୍ଦାଏ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଛି ଲୋକଙ୍କୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ ଗୁରୁଡିଝାଟିଆ ପଞ୍ଚାୟତ ଅଧିନ ବାଘବିନ୍ଦା ଆଦିବାସୀ ସାହିରେ । ଝରଣା ଓ ଚୂଆ ପାଣି ଲୋକଙ୍କ ପାଇଁ ଭରଷା ପାଲଟିଛି
#Cuttack #Athagarh #Gurudijhatia #Waterproblem #Drinkingwater #ArgusNews