ନବ ହତ୍ୟା ମାମଲାରେ ପ୍ରଶ୍ନଘେରରେ ତଦନ୍ତ !
14 ଦିନ ପରେ ବି ନବ ଦାସଙ୍କ ମର୍ଡର ପଛର ମୋଟିଭ ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ । ଆଉ ଠିକ ଏତିକି ବେଳେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ସ୍ବରରେ ନିଶାନା କରୁଥିବା ବିରୋଧୀ ଦଳ ନେତାଙ୍କୁ ସରକାରୀ ଦଳ କରିଛି ଟାର୍ଗେଟ ।
#ArgusNews #NabaDas #DeathCase #JayanarayanMishra #Crimebranch #Odisha