କୋମାରେ ଆୟୁର୍ବେଦିକ ଚିକିତ୍ସାଳୟ
ଦାନ୍ତ କାମୁଡି ପଡ଼ିଛି ଆୟୁଷ ସେବା। ଆସୁନାହାନ୍ତି ଡାକ୍ତର, ଗେଟ୍ ରେ ଝୁଲୁଛି ତାଲା । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଏ ହେଉଛି ଖୋର୍ଦ୍ଧା ଗୋଳବାଇ ଶାସନ ପଞ୍ଚାୟତରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ।
#ArgusNews #AyushSeva #AyurvedicHospital #NoDoctors #gateclosed #Khordha #Odisha