ଆଜି କୋରାପୁଟ ଜିଲ୍ଲା ଜୟପୁରରେ ଧୁମ ଧାମରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ । ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ଆଇନଜୀବୀ, କୁନିକୁନି ପିଲାଙ୍କ ସହ ସିମା ସୁରକ୍ଷା ବଳ, ଆଇଆରବି, ସ୍ଥାନୀୟ ପ୍ରଶାସନ ଏବଂ ସମସ୍ତ ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଥଲେ।
#HarGharTiranga #AzadiKaAmritMahotsav #75thindependenceday #IndiaILove #IndiaAt75 #ArgusNews