ବଲାଙ୍ଗିରରେ ଯାଦବ ସମାଜ ପକ୍ଷରୁ ବଡ ଧୂମଧାମରେ ପାଳନ ହେଉଛି ଦୋଳପୂର୍ଣ୍ଣିମା । ନାଚଗୀତରେ ମସଗୁଲ ଲୋକ। ପରସ୍ପରକୁ ଅବିର ରଙ୍ଗ ଲଗାଇ ଭାଇଚାର ଓ ପ୍ରେମର ବାର୍ତା ଦେଉଛନ୍ତି । ଯାଦବ ଭବନରୁ ରାଧାକୃଷ୍ଣଙ୍କ ଯୁଗଳ ବିମାନ ସହର ପରିକ୍ରମା କରିଛନ୍ତି
#ArgusNews #Balangir #DolaPurnima #HoliUtsav #Odisha