କେଉଁଠି ମାଟି କାମରେ ମେସିମ ଲଗାଇ ଲୁଟ, ତ ଆଉ କେଉଁଠି କାଗଜ ପତ୍ରରେ କାମ ସାରି ଲକ୍ଷାଧିକ ଟଙ୍କା ହଜମ। ସ୍ଥାନ ଅଲଗା ହେଲେ ସବୁଠି ଦୁର୍ନୀତି, ସାଧାରଣ ଲୋକର ହକର ହତ୍ୟା। ଇଏ ହେଉଛି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ପଞ୍ଚାୟତର ଧୂନକେଡ଼ା ଗାଁ
#ArgusNews #Balangir #Saintala #MGNREGA #Scam #Odisha