ସ୍ଵାଧୀନତାର ଦିର୍ଘ ବର୍ଷ ପରେ ବି ଗାଁକୁ ନାହିଁ ଖଣ୍ଡେ ରାସ୍ତା !
ସରକାର ଯୋଜନା ଉପରେ ଯୋଜନା କାଢି ବାହା ବାହା ନେଉଛନ୍ତି । ହେଲେ ଆଜିବି ଲୋକ ଲୁଣି ପାଣି ପିଇ ବଞ୍ଚିଛନ୍ତି । ଆଉ ଘର ଖଣ୍ଡେ ପାଇଁ ସରକାରୀ ବାବୁଙ୍କ ପାଖକୁ ଦଉଡ଼ି ଦଉଡ଼ି ଚପଲ ଘରୁ ଗଲେ ସୁଧା ଘର ଖଣ୍ଡେ ମିଳୁ ନାହିଁ । ଆଜି ବି ଅବହେଳିତ ଅବସ୍ଥାରେ ବାଲେଶ୍ଵର ଜିଲ୍ଲାର ଆମଚୁଆ, ଯୁଗଡିହା ଗା । ଦେଖନ୍ତୁ ଏହି ରିପୋର୍ଟ
#ArgusNews #Balasore #Baliapala #RoadProblem #Underdevelopment #Odisha