ପଶ୍ଚିମ ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଫସଲ ହାନୀ ଘଟିଛି। ରେମୁଣା ବ୍ଲକ ନିଜାମପୁର ପଂଚାୟତରେ ଦୁମୁଦା ଗାଁରେ ବ୍ୟାପକ ପନିପରିବା କ୍ଷତିଗ୍ରସ୍ତ ହେବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।
#ArgusNews #storm #balasore #CropDamage #heavyRain #Odisha