#କେଉଁଠୁ_ଆସୁଛନ୍ତି_ପୋକ ?
ବାଲେଶ୍ବର ଜିଲ୍ଲା ଜମ୍ବେଶ୍ବରପୁର ଗାଁରେ ଅଜଣା ପୋକ ଆତଙ୍କ । ଗାଁରେ ଲୋକଙ୍କ ଘର ଓ ଗଛରେ ଲକ୍ଷ ଲକ୍ଷ ସଂଖ୍ୟାରେ ପୋକ । ତେବେ ପୋକ ଗୁଡ଼ିକ କେଉଁଠୁ ଆସୁଛନ୍ତି, ସେନେଇ ସଠିକ୍ ସୂଚନା ମିଳିପାରୁ ନାହିଁ । ଅନୁମାନ କରାଯାଉଛି, ଗାଁ ପାଖରେ ଥିବା କ୍ଷେତରୁ ଏହି ପୋକ ଗୁଡ଼ିକ ଗାଁ ଭିତରକୁ ପଶିଆସୁଛନ୍ତି । ସେପଟେ ଗାଁରେ OUAT ଟିମ କରିଛି ସମୀକ୍ଷା ।
#ArgusNews #Balasore #insectterror #Unknowninsect #Odisha