#ନାହିଁ_ନାହିଁରେ_ଚାଲିଛି_ବାଲେଶ୍ବର_ଜିଲ୍ଲା_ମୁଖ୍ୟ_ଡାକ୍ତରଖାନା
#ଡାକ୍ତର_ଅଭାବ_ଯୋଗୁ_ରୋଗୀ_କଲବଲ
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଡାକ୍ତରଖାନାରେ । ଅସ୍ବାସ୍ଥ୍ୟକର ପରିବେଶ ସହିତ ଡାକ୍ତର ଅଭାବକୁ ନେଇ ପ୍ରତ୍ୟକ ଦିନ ସନ୍ତୁଳି ହେଉଛନ୍ତି ରୋଗୀ । କେବଳ ଭଗବାନଙ୍କ ଭରଷାରେ ଚାଲିଛି ଡାକ୍ତରଖାନା ।
#Balasore #MedicalIssue #Doctors #PatientsProblem #Odisha #ArgusNews