ସ୍ବାମୀର ପରକୀୟା ପ୍ରୀତି ଚାଲିଥିବା ବେଳେ ଧରିଲା ସ୍ତ୍ରୀ । ସୋର ଥାନା ପରିସରରେ ଦୁଇ ମହିଳାଙ୍କ ହାଇଡ୍ରାମା । ସ୍ବାମୀ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ । ଅଭିଯୁକ୍ତ ସ୍ବାମୀ ସନ୍ତୋଷ ମଣ୍ଡଳ ଗିରଫ ।
#ArgusNews #Balasore #Soro #FamilyDrama #husbandwifeproblem #HusbandArrested #Odisha