ପିତ ବସନ ପରିଧାନ କରି ଦଣ୍ଡୁଆ ଭକ୍ତାମାନେ ଶିବ ଓ ମା' ଶିବାଙ୍କ ଉପାସନା କରିବେ । ପାଟ ଧୂଲିଆଙ୍କ ବାଦ୍ୟ, ପାଟ ମହୁରି, ଓ ଘଣ୍ଟ କାହାଳି ପାରମ୍ପାରିକ ବାଦ୍ୟରେ ନୃତ୍ୟ କରିବେ ପରଭା, ହରପାର୍ବତୀ ଓ ବୀଣାକାର ପ୍ରଭୃତି । କାରଣ ମା'ଙ୍କର ଆଜି ୧୦୨ ବର୍ଷ ପୂର୍ଣ୍ଣ ହୋବ । ଏନେଇ ବାଲିଗୁଡା ଅଞ୍ଚଳ ଉତ୍ସବ ମୂଖର ।
#ArgusNews #Baliguda #Festival #DandaJatra #Celebration #MaaDakhinaKali #Odisha