#ଶହେ_କୋଟିର_ସାଇଵର_ଠକେଇ_ପଛରେ_ଵ୍ୟାଙ୍କ_ପିଅନଙ୍କ_ହାତ
ଏଭଳି ଏକ ଠକକୁ ଵିହାର ପୋଲିସ ଠାରୁ ରିମାଣ୍ଡରେ ଆଣିଵା ପରେ ଏହି ଵ୍ୟାଙ୍କ ପିଅନ ଜରିଆରେ ଓଡିଶାରେ ୫ କୋଟି ୫୮ଲକ୍ଷ ଟଙ୍କାର ଠକେଇ ହୋଇଥିଵା ସ୍ପଷ୍ଟ ହୋଇଛି । କଟକ ନୂଆଵଜାରରେ ଥିବା ଵ୍ୟାଙ୍କ ଅଫ ଵରୋଦାରେ କୃଷି ଵିଭାଗର ନିର୍ଵାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଗତ ଜୁନ ୨ତାରିଖରେ ୪୨ଲକ୍ଷ ଟଙ୍କା ହଡପ ହୋଇଥିଲା ।
#BankPion #cyberfraud #BankofBaroda #cuttack #Odisha #ArgusNews