#ଗୋଶାଳାରେ_ବାହାଘର
ବୈଦିକ ରୀତିନୀତି ଅନୁସାରେ ଗୋଶାଳା ରେ ବାହାଘର । ନା ଥିଲା ବ୍ୟାଣ୍ଡବାଜା ନା ଥିଲା ବାଣ-ରୋସଣୀ । ଗୋଶାଳା ରେ ବେଦୀ ସଜାଇ ଅପେକ୍ଷା କରିଥିଲେ କନ୍ୟାଘର । ଏଭଳି ନିଆରା ବାହାଘରରେ କନ୍ୟା ପକ୍ଷ ସହ ବର ପକ୍ଷ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ବାହାଘର ସମାଜ ପାଇଁ ନୁଆ ଉଦାହରଣ ହୋଇପାରିବ ।
#ArgusNews #Baripada #UniqueMarriage #Gosala #traditional #Odisha