ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଅବହେଳା କରିଚାଲିଛି ନିଜ ସ୍ବାସ୍ଥ୍ୟକୁ। ବଢୁଛି ମାନସିକ ଚାପ ମାଡ଼ିବସୁଚି ରୋଗ। ତେବେ ସୁସ୍ଥ ରହିବାର ପ୍ରଥମ ମନ୍ତ୍ର ଉଚିତ୍ ଜୀବନ ଚର୍ଯ୍ୟା ଯେଉଁଠି ଯୋଗକୁ ମିଳେ ସର୍ବାଧିକ ଗୁରୁତ୍ଵ। ଶୁଣନ୍ତୁ ଏ ନେ଼ଇ କଣ କହୁଛନ୍ତି ବାରବାଟି ଯୋଗ ଆସୋସିଏସନର ଯୋଗ ଗୁରୁ ଦେବାଶିଷ ହଳଧର ।
#ArgusNews #Yoga #healthtips #healthylifestyle #fitness #Cuttack #Odisha