କୋର୍ଟ ପରିସରରେ ସୁରକ୍ଷାକୁ ନେଇ ଚିନ୍ତା। ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇଟି ଘଟଣା। ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସର ସୁରକ୍ଷିତ ତ? ଗତ ୨୮ତାରିଖରେ ଜଣେ ବ୍ୟକ୍ତି ଏକ ଛୁରୀ ଧରି କୋର୍ଟ ପରିସରରେ ଜଜଙ୍କୁ କରିଥିଲେ ହତ୍ୟା ଉଦ୍ୟମ। ଉପସ୍ଥିତ ଓକିଲ ଓ କର୍ମଚାରୀ କରିଥିଲେ କାବୁ ।
#ArgusNews #Berhampur #SDJMcourt #Insecure #Security #Odisha