ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପି ବିଜେପି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ସପ୍ତାହ ଧରି ଚାଲିଥିବା ଏହି ଉତ୍ସବ ଆଜି ବାସୁଦେବପୁର ସ୍ଥିତ ଇରମ ସହିଦ ମାଟିରେ ଉଦଯାପିତ ହୋଇଛି
#Bhadrak #Basudevpur #AzadikaAmrutMahotsav #BJP #SameerMohanty #ArgusNews