ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୁଃଖ ସାଜିଛି ବୈତରଣୀ ଓ କୋଚିଂଳା ନଦୀ !
ନଦୀରେ ବନ୍ୟା ଆସିଲେ ପ୍ରଭାବିତ ହୁଅନ୍ତି ଧାମନଗର ବ୍ଲକର ହସାନାବାଦ ଓ ଅର୍ଜୁନପୁର ପଞ୍ଚାୟତର ୧୨ ଗାଁ। ବନ୍ୟାର ସ୍ଥାୟୀ ସମାଧାନ ନେଇ ବାରମ୍ବାର ପଂଚାୟତବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ସ୍ଥାୟୀ ସମାଧାନ
#ArgusNews #Bhadrak #Dhamnagar #Flood #Odisha